ସୋନମ ୱାଙ୍ଗ ଚୁକ ଙ୍କୁ ଉଠାଇ ନେଇ ମେଡିକାଲ ରେ ଭର୍ତ୍ତି କରିଛି ପୋଲିସ !


ଏହା ବିରୋଧ ର କଣ୍ଠରୋଧ ନା ସୋନମ ୱାଙ୍ଗ ଚୁକ ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ଚିନ୍ତା ? ଧର୍ମେନ୍ଦ୍ର ଙ୍କ ଇସ୍ତଫା ହିଁ ସୋନମ ଙ୍କ ମେଡ଼ିସିନ ! ପ୍ରକାଶ ଥାଉକି ସୋନମ ୱାଙ୍ଗଚୁକ ସେହି ବ୍ୟକ୍ତି ଯାହାଙ୍କ ଭୂମିକା କୁ ଅମୀର ଖାନ 3 Idiots ଚଳଚିତ୍ର ମାଧ୍ୟମ ରେ ଦେଖାଇ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ବିରୋଧ ରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଙ୍କ ଅନଶନର ୨୧ତମ ଦିନରେ ସ୍ୱାସ୍ଥ୍ୟାବସ୍ଥା ରେ ଅବନତି ପରିଲକ୍ଷିତ ହେବାରୁ ଦିଲ୍ଲୀ ପୋଲିସ ତାଙ୍କୁ ଶନିବାର (ଜୁଲାଇ ୧୮, ୨୦୨୬) ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିଛି । ପୋଲିସ କର୍ମଚାରୀ ମାନେ ଜନ୍ତର-ମନ୍ତର ରେ ଥିବା ମଞ୍ଚ ଉପରକୁ ଚଢ଼ି ସୋନମ ୱାଙ୍ଗଚୁକ ଙ୍କୁ ଲୋକଙ୍କ ଦୃଷ୍ଟି ରୁ ଦୁରକୁ ନେଇଯିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି । ପୋଲିସ ଲାଉଡସ୍ପିକର ମାଧ୍ୟମରେ ଘୋଷଣା କରିଥିଲା ଯେ, ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଛି । 


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Sonamwangchuk #Dharmendrpradhan #Janatajagaran

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors