କାହିଁକି ନୀରବ ପ୍ରତାପ ଷଡ଼ଙ୍ଗୀ ?


 କାହିଁକି ନୀରବ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ! ଓଡିଶା ରାଜନୀତି ରେ ଏକ ବିଶେଷ ପରିଚିତ ନାମ ! ରାଜନୀତି ରେ ଯେତେବେଳେ ରୋକ ଠୋକ ଏବଂ ସ୍ୱଚ୍ଛତା କଥା ଉଠେ ସେତବେଳେ ପ୍ରତାପ ଷଡ଼ଙ୍ଗୀ ଙ୍କ ନାଁ ମଧ୍ୟ ସବୁ ଆଗରେ ଥାଏ ! ଓଡିଶା ରେ ଯେତେବେଳେ 2019 ମସିହା ରେ ବିଜେପି ଦଳ ନିଜର ନବକଳେବର ର ବୀଜ ରୋପଣ କରୁଥିଲା ସେତେବେଳେ ପ୍ରତାପ ଷଡ଼ଙ୍ଗୀ ଙ୍କୁ ହିଁ ଲୋକେ ଓଡିଶା ର ମୋଦି ବୋଲି କହୁଥିଲେ ! ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରହିସାରିଥିବା ପ୍ରତାପ ଷଡ଼ଙ୍ଗୀ ଙ୍କୁ ଏକଦା ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ମନେ କରାଯାଉଥିଲା କିନ୍ତୁ 2024 ମସିହା ସାଧାରଣ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ ଏବଂ ତା ପରେ ଅନେକ ଥର ପ୍ରତାପ ଙ୍କୁ ନିଜ କ୍ଷେତ୍ର ରେ ଲୋକ ଙ୍କ ସୁବିଧା ଅସୁବିଧା ପାଇଁ ଲଢ଼ୁଥିବା ର ଦେଖା ଯାଇଛି କିନ୍ତୁ ରାଜନୈୟିତିକ ବାଦ ବିବାଦ ଠାରୁ ଦୂର ରେ ରହୁଛନ୍ତି ପ୍ରତାପ ! 


କଣ ଆଗକୁ ଆପଣ ମଧ୍ୟ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଓଡିଶା ର ମୁଖ୍ୟମନ୍ତ୍ରୀ ରୂପେ ଦେଖିବା ପାଇଁ ଚାହିଁବେ ?


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#ParatapShadangi #CmofOdisha

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors