ପାଣ୍ଡିଆନ ଙ୍କୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ତେରଚ୍ଛା ବାଣ !
'ଚୀନର ଦୁଃଖ ହୋୟାଙ୍ଗ ହୋ, ଓଡ଼ିଶାର ଦୁଃଖ ପଣ୍ଡିଆନ୍। ବିଜେଡିର ଦୁଃଖ ପଣ୍ଡିଆନ। ପାଣ୍ଡିଆନଙ୍କ ପାଇଁ ଓଡ଼ିଶାରେ ନବୀନ ସରକାର ପଳେଇଲା। ସୁଜତା ଓଡ଼ିଆ ହୋଇ ଥାଇପାରନ୍ତି ମାତ୍ର ପାଣ୍ଡିଆନଙ୍କ ପ୍ରଭାବ ତାଙ୍କୁ ଖତମ କରିଦେବ।' - ପ୍ରଶାନ୍ତ ଜଗଦେଵ, ବିଜେପି ବିଧାୟକ
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#PrashantJagdev #BJP #SujataRoutKarthikeyan #VKPandian
Comments
Post a Comment