ମଝି ଆକାଶ ରେ ଦୁଇ ପାଇଲଟ ଙ୍କ ମଧ୍ୟ ରେ ଝଗଡା !
ସାଉଦି ଆରବ : ୨ ପାଇଲଟଙ୍କ ଝଗଡ଼ାରୁ ଫ୍ଲାଏଦୁବାଇ ବିମାନ ର ତିବୁକ ରେ ବିମାନ ର ଜରୁରୀ ଅବତରଣ। ୧୮୦ ଯାତ୍ରୀ ଙ୍କୁ ନେଇ ବିମାନଟି ଦୁବାଇରୁ ତେଲ୍ ଆଭିଭ୍ ଯାଉଥିଲା ତେବେ ଜରୁରୀ ଅବତରଣ ପୂର୍ବରୁ 'ହାଇଜାକ୍' କୋଡ୍ ବଟନ୍ ଚିପିଥିଲେ ପାଇଲଟ !
ମାତ୍ର ପରବର୍ତ୍ତୀ ଅବସ୍ଥାରେ ଝଗଡ଼ା ପାଇଁ ଏପରି ଘଟିଥିବା ସ୍ପଷ୍ଟ ହୋଇଥିଲା ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Flydubai #EmergencyLanding #Tabuk #SaudiArabia #AviationNews
Comments
Post a Comment