ଯାଜପୁର ବଡ଼ଚଣା ବ୍ଲକ୍ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଗିରଫ
ସରକାରୀ ଚାକିରିଆ ଙ୍କ ଦରମା ବଢୁଛି କିନ୍ତୁ ଲୋଭ କମୁ ନାହିଁ !
ଯାଜପୁର : ଯାଜପୁର ବଡ଼ଚଣା ବ୍ଲକ୍ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଗିରଫ । ସହକାରୀ ଯନ୍ତ୍ରୀ ଙ୍କ ବ୍ୟକ୍ତିଗତ ସହାୟକ ସୋମନାଥ ସେଠୀ ମଧ୍ୟ ଗିରଫ ହୋଇଥିବା ନେଇ ଜଣା ପଡିଛି । ୩୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନେଇ ସୂଚନା ! କଟକ ଜଗତପୁର ରେ ଥିବା ଘର ଯାଞ୍ଚ ବେଳେ ୫ ଲକ୍ଷ ୧୫ ହଜାର ଟଙ୍କା ମିଳିଥିଲା ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#BanditaDash #VigilanceRaid #Jajpur #Badachana #BribeCase #OdishaVigilance #AssistantEngineer
Comments
Post a Comment