ସର୍ବସାଧାରଣ ଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର।
ପୁରୀ: ସର୍ବସାଧାରଣ ଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର।
ଦୀର୍ଘ ୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କ ଜନ୍ମବେଦି ଗୁଣ୍ଡିଚା ମନ୍ଦିର । ପୂଜାର୍ଚ୍ଚନା ପରେ ୭ଟା ୪୫ ମିନିଟ୍ରେ ଖୋଲିଥିଲା ଗୁଣ୍ଡିଚା ମନ୍ଦିର
ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ !
ପ୍ରଥମ ୩ ଦିନ ମାଗଣା ପ୍ରବେଶ ଏବଂ ଏହା ପରେ ୧୦ ଟଙ୍କା ଶୁଳ୍କ।
-୨୦୨୦ କରୋନା ସମୟରୁ ବନ୍ଦ ଥିଲା ଗୁଣ୍ଡିଚା ମନ୍ଦିର ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#GundichaTemple #Puri #TempleReopens
Comments
Post a Comment