Posts

Showing posts from 2026

ଇଣ୍ଡିଆ ମେଣ୍ଟ ର ବୈଠକ ଅନୁଷ୍ଠିତ !

ମଝି ଆକାଶ ରେ ଦୁଇ ପାଇଲଟ ଙ୍କ ମଧ୍ୟ ରେ ଝଗଡା !

ସର୍ବସାଧାରଣ ଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors

News Paper 30/09/2026

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ଯାଜପୁର ବଡ଼ଚଣା ବ୍ଲକ୍‌ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଗିରଫ

ପାଣ୍ଡିଆନ ଙ୍କୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ତେରଚ୍ଛା ବାଣ !

News Paper 29/09/2026

ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରି ସାରେ ଅଟକ !

MMDR ବିଲ ବିରୋଧ ରେ ଭୁବନେଶ୍ୱର ଗାନ୍ଧୀ ମାର୍ଗ ରେ ଗର୍ଜିଲା ବିଜେଡି ! ପ୍ରଥମ ଥର ଖୋଦ ବିଜେଡି ସୁପ୍ରିମୋ ଆକ୍ରମଣାତ୍ମକ ଠାଣି ରେ ବିଜେପି କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #MMDR #BJD #Gandhimarg

ମୁଣ୍ଡଳୀ : କଟକ ମୁଣ୍ଡଳି ରେ ବଢୁଛି ମହାନଦୀ ଜଳସ୍ତର !୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ନେଇ ମିଳିଛି ସୂଚନା !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Cuttack #MundaliWatetLevel #MahanadiFlood

News Paper 28/09/2026

News Paper 27/09/2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇ-ଲାଇବ୍ରେରୀକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Library #DeenDayalUpadhyay

ପାରାଦ୍ୱୀପ ବନ୍ଦର କୁ ମିଳିଲା ବୃହତ ବନ୍ଦର ର ମାନ୍ୟତା ! ଖୁସି ହୋଇଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Paradip #Port

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #bbsr #LawMinister

ଭୁବନେଶ୍ୱର : ଜାତୀୟ ଚଳଚ୍ଚିତ୍ର-2024 ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ଲହରୀ ର ପ୍ରଯୋଜିକା ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ପୁରସ୍କାର ପ୍ରଦର୍ଶନ କରୁଛନ୍ତି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Jhilik #CMOOdisha

News Paper 26/09/2026