Posts

ଆମେରିକା ର E-3 Sentry ଭଳି ଜାହାଜ କୁ ଖସାଇଥିବା ଇରାନ ର ଦାବି ।

ପ୍ରେମିକା କୁ ଭେଟିବା ପାଇଁ ଯାଇ ଖୁଣ୍ଟି ରେ ବନ୍ଧା ହୋଇ ମାଡ଼ ଖାଇଲେ ପ୍ରେମିକ !

ନବମ ଥର ପାଇଁ ଅକ୍ଷୟ କୁମାର ମହାନ୍ତି ରାଇରଙ୍ଗପୁର ଓକିଲ ସଙ୍ଘ ର ସଭାପତି ଭାବ ରେ ନିର୍ବାଚିତ ! #ରାଇରଙ୍ଗପୁର #ପୁରୀ

୧୬ ନମ୍ବର ଜାତୀୟ ରାଜପଥ ରେ କାର ଧକ୍କା ରେ ସ୍ୱାମୀ, ମହିଳା ଏବଂ ଗର୍ଭସ୍ଥ ଶିଶୁ ମୃତ ! #Jaraka #NH16

୪୮ ଘଣ୍ଟା ଧରି ବାହ୍ୟ ଜଗତ ରୁ ବିଛିନ୍ନ ! କୃଷ୍ଣପ୍ରସାଦ ବ୍ଲକ ର ମହିଷା ଏବଂ ବ୍ରହ୍ମପୁର ଗ୍ରାମ ରେ ମୋବାଇଲ ନେଟୱାର୍କ ଏବଂ ଇଣ୍ଟେର୍ନେଟ ବିପର୍ଯ୍ୟସ୍ତ ଅବସ୍ଥା ରେ ! #ପୁରୀ #Chilika

ମଧ୍ୟପ୍ରାଚ୍ୟ ର ଯୁଧ୍ୟ ମଧ୍ୟ ରେ ଏକାଠି ହେଲେ ଇସ୍ଲାମିକ ଦେଶ ! ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଅଗ୍ନିଶମ ବିଭାଗ ର ମକ ଡ୍ରିଲ । #MiddleEast #Ganjam

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗାଁ ରେ ଗ୍ରାମବାସୀ ଏବଂ ସାମ୍ବାଦିକ ଙ୍କୁ ବିଦ୍ୟୁତ କର୍ମଚାରୀ ଙ୍କ ଦୁର୍ବ୍ୟବହାର ଅଭିଯୋଗ ! #Puri #Brahmapur #Krushnprasad

ପଶ୍ଚିମବଙ୍ଗ ରେ ହଜିଗଲା ଭୋଟର ତାଲିକା ! ଗୁଜୁରାଟ ରେ LPG ନେଇ ପହଁଚିଲା ଜଗ ବସନ୍ତ । #National