Posts

ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କ ନିୟମ କୁ ମାନୁ ନାହାନ୍ତି ସରପଞ୍ଚ !

ନିଜେ ନିଜେ ନାଳ ଖୋଲିଲେ ଚାଷୀ ! ହତବାକ ପ୍ରଶାସନ।

ଗଞ୍ଜାମ ଜିଲ୍ଲା ଧରାକୋଟ ରେ ପାଣି ପାଇଁ ସଂଘର୍ଷ !

ମଧ୍ୟାହ୍ନ ଭୋଜନ କୁ ଏଲପିଜି ଚିନ୍ତା !

ପୁରୀ ରେ ବେଆଇନ LPG ରାକେଟ ର ଫର୍ଦ୍ଦାଫାଶ !!

ସୁନା ଚେନ୍ ଝାମ୍ପି ନେଇଥିବା ଦୁଇଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ପୁରୀ ତାଳବଣିଆ ପୋଲିସ l ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #ପୁରୀ

ସମ୍ବଲପୁର ରେ ବେଆଇନ ଗ୍ୟାସ ସିଲିଣ୍ଡର ଜବତ !

ବିଧାନସଭା ରେ ଯମୁନାବନ୍ଧ ପ୍ରସଙ୍ଗ !

ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୯ ମାସ ର ଶିଶୁ ପାଇଁ ୯ ବର୍ଷ ପିଲାର ଔଷଧ ଲେଖିଲେ ଡାକ୍ତର !

କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆ ବ୍ଲକ ରେ ଶହ ଶହ ସରକାରୀ ଜମି କୁ ବେଆଇନ ଭାବରେ ହଡପ ଅଭିଯୋଗ ! #Tigiria

ଧରାକୋଟ ବ୍ଲକ ର ସରକାରୀ ବାବୁ ମାନେ ଗଲେ କୁଆଡେ ? ଯଦି କେଉଁ ସଂସ୍ଥା କୁ ଦାଇତ୍ୱ ଦିଆଯାଇଛି ପାନୀୟ ଜଳ ଯୋଗାଇବା ପାଇଁ କିନ୍ତୁ ସେ ଯୋଗାଉ ନାହିଁ ତେବେ ସରକାରୀ ବାବୁ ମାନ ଙ୍କ କଣ ଅଧିକାର ନାହିଁ ଯେ ଉକ୍ତ ଘରୋଇ କମ୍ପାନୀ କୁ ପଚାରି ବୁଝିବା ପାଇଁ ? #Baradabili #Ganjam #Dharakote

ଭୁବନେଶ୍ୱର ରେ ଏଲପିଜି ଗ୍ୟାସ ସମସ୍ୟା ଚରମ ସିମା ରେ ! #BBSR #LPG

ଅଭୟାରଣ୍ୟ ରେ ଭୟଭୀତ ବାନ୍ୟଜନ୍ତୁ ! ଆଖି ବୁଜୁଛନ୍ତି ଅଲିଭ ରିଡଲେ । କାଗଜ ପତ୍ର ରେ ଚାଲିଛି ବନ୍ୟପ୍ରାଣୀ ସୁରକ୍ଷା ! #Satpada