Posts

ଯମୁନା ନଦୀ ରେ ହଜାର ହଜାର ମାଛ ଙ୍କ ମୃତ୍ୟୁ !

ପୁଣି ଅଭିଜିତ ଦୀପକେ ଗିରଫ !

ଭୁବନେଶ୍ୱର ବିମାନବନ୍ଦର ରେ ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Odisha #BhubaneswarAirport #DrHariBabuKambhampati #MohanCharanMajhi

ଚେନ୍ନାଇ ରେ ଶ୍ରମିକ ଙ୍କ ସନ୍ଦେହ ଜନକ ମୃତ୍ୟୁ !

ସମ୍ବଲପୁର: ସମ୍ବଲପୁର ସାଇବର ପୋଲିସକୁ ମିଳିଛି ବଡ଼ ସଫଳତା ! ୨ ମାସରେ ସାଇବର ଫ୍ରଡ୍‌ରେ ହରାଇଥିବା ୩୫ ଲକ୍ଷ ଟଙ୍କା ଫେରାଇଛି ସମ୍ବଲପୁର ପୋଲିସ ଏପରିକି ଚୋରି ହୋଇଥିବା ୧୦୦ ମୋବାଇଲ ମଧ୍ୟ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #SambalpurCyberPolice #CyberFraudRecovery #OdishaPolice

ଗଞ୍ଜାମ ର ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଶପଥ ଉତ୍ସବ ସ୍ଥଗିତ !

ମଧ୍ୟପ୍ରଦେଶ: ପୁଲିସକୁ ଚକମା ଦେଇ ଶତ୍ରୁ କରୁଆ ଗୁର୍ଜରକୁ ଚ୍ୟାଲେଞ୍ଜ ଦେଲା ୬୦ ହଜାର ଟଙ୍କାର ପୁରସ୍କାର ଘୋଷିତ ଡକାୟତ କଲ୍ଲୀ ଗୁର୍ଜର !

News Paper 16/10/2026

E-PAPER 15/10/2026

RD ବିଶ୍ୱବିଦ୍ୟାଳୟ ରେ BCJD ବିଜୟୀ !

ABVP ଦଖଲ ରେ ଉତ୍କଳ ବିଶ୍ବବିଦ୍ୟାଳୟ !