ପୁଣି ଅଭିଜିତ ଦୀପକେ ଗିରଫ !

କକ୍‌ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର ଦିନ ଦିଲ୍ଲୀର କନ୍ନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ‘ଲହରା ଦୋ ତିରଙ୍ଗା’ ଅଭିଯାନ ଅଧୀନରେ ଏକ ପ୍ରତିବାଦ କରିବାକୁ ଘୋଷଣା କରିଥିଲେ। ତେବେ ପ୍ରତିବାଦ ଆରମ୍ଭ ହେବା ପୂର୍ବରୁ ହିଁ ଦିଲ୍ଲୀ ପୁଲିସ ଅଭିଜିତ ଦୀପକେଙ୍କୁ ହେପାଜତକୁ ନେଇଥିଲା।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#NewDelhi #CJP

Comments