RD ବିଶ୍ୱବିଦ୍ୟାଳୟ ରେ BCJD ବିଜୟୀ !


ଭୁବନେଶ୍ୱର : ରମାଦେବୀ ବିଶ୍ୱଦ୍ୟାଳୟ ରେ ଐତିହାସିକ ନିର୍ବାଚନ ସମ୍ପନ୍ନ ହୋଇଛି । ରାତି ଅଢେଇଟା ରେ ଇଲେକ୍ସନ ରେଜଲ୍ଟ ବାହାରିଥିବା ବେଳେ ସସପେନ୍ସ ଭିତରେ ବାଜି ମାରିନେଇଛି BCJD ! ସଭାପତି ଭାବେ ସୋନାଲି ବେହେରା ଏବଂ ସଂପାଦକ ଭାବେ ବିଜୟ ମୁକୁଟ ପିନ୍ଧିଛନ୍ତି ଲକ୍ଷ୍ମୀପ୍ରିୟା ବିଶ୍ବାଳ । ଜିତାପଟ ପରେ କ୍ୟାମ୍ପସ୍ ଆଗରେ ଦମଦାର ସେଲିବ୍ରେସନ ମଧ୍ୟ ହୋଇଥିଲା।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Bbsr #RDwomesuniversiy #BCJD

Comments