୧୬ ଘଣ୍ଟା ହେବ କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣା ପଡିଛି ! ଏ ନେଇ ପୋଲିସ ପକ୍ଷରୁ ‘ଏକ୍ସ’କୁ ଚିଠି ଲେଖା ଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #CommissioneratePolice #CuttackPolice #BhubaneswarPolice