Posts

ବ୍ରହ୍ମଗିରି ପୋଲିସ ର ବର୍ବରତା ! ଗାଁ ମଝିରେ ଯୁବକ ଙ୍କୁ ମରଣାନ୍ତକ ମାଡ଼ !

ରାଜ୍ୟ ରେ ଅସୁରକ୍ଷିତ ସ୍କୁଲ ଏବଂ କଲେଜ ଛାତ୍ରୀ ! ପୁଣି ଗୋପ ଅଞ୍ଚଳ ରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀ ଙ୍କୁ ହତ୍ୟା ଉଦ୍ୟମ ! ବ୍ଲେଡ ରେ ତଣ୍ଟି କାଟି ହୋଇଥିଲା ହତ୍ୟା ଉଦ୍ୟମ ! #Puri #Gop

ଓଡିଶା ର ଦ୍ଵିତୀୟ ନଗଡା ! ଜଳ ଯୋଗାଣ ଠାରୁ ଆରମ୍ଭ କରି ବିଦ୍ୟୁତ ଯୋଗାଣ ସବୁ ବିପର୍ଯ୍ୟସ୍ତ ! #ଗଞ୍ଜାମ #Dharakote #Baradabili