MMDR ବିଲ ବିରୋଧ ରେ ଭୁବନେଶ୍ୱର ଗାନ୍ଧୀ ମାର୍ଗ ରେ ଗର୍ଜିଲା ବିଜେଡି ! ପ୍ରଥମ ଥର ଖୋଦ ବିଜେଡି ସୁପ୍ରିମୋ ଆକ୍ରମଣାତ୍ମକ ଠାଣି ରେ ବିଜେପି କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #MMDR #BJD #Gandhimarg on September 28, 2026
ମୁଣ୍ଡଳୀ : କଟକ ମୁଣ୍ଡଳି ରେ ବଢୁଛି ମହାନଦୀ ଜଳସ୍ତର !୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ନେଇ ମିଳିଛି ସୂଚନା !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Cuttack #MundaliWatetLevel #MahanadiFlood on September 28, 2026