Posts

ଚନ୍ଦନ ଗଛ ଲଗାଇଲେ କୋଟିଏ ଟଙ୍କା ର ଲୋଭ ଦେଖାଇ କୋଟି କୋଟି ଟଙ୍କା ର ବେପାର କିନ୍ତୁ ବୋର୍ଡ ଉପରେ ନାହିଁ ଜିଏସଟି ନମ୍ବର ! ନିବେଶ କରାଇବା ବେଳ ର ପ୍ରତିଶୃତି ପାଲଟୁଛି ପାଣି ର ଗାର ! ଥାନା ରେ ମାଳ ମାଳ ଅଭିଯୋଗ ତାହା ସତ୍ତ୍ୱେ ମିଡ଼ିଆ ଏବଂ ମାନବଧିକାର କର୍ମୀ ଙ୍କୁ ଦୁର୍ବ୍ୟବହାର ! ଜମି କିଣିବା ପୂର୍ବରୁ ପ୍ରଥମେ କେଉଁ ସ୍ଥାନ ର ଜମି କିଣୁଛନ୍ତି ତାହାର ସରକାରୀ ସ୍ତର ରେ ଭୌଗୋଳିକ ଯାଞ୍ଚ ନିତାନ୍ତ ଆବଶ୍ୟକ ! ଚାକିରୀ ବାଛିବା ପୂର୍ବରୁ ମଧ୍ୟ ଥର ଟିଏ କମ୍ପାନୀ ବିଷୟ ରେ ଯାଞ୍ଚ ନିହାତି ଆବଶ୍ୟକ !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Nayapalli #Nayapalli #Builder

News Paper 18/10/2026