ଯମୁନା ନଦୀ ରେ ହଜାର ହଜାର ମାଛ ଙ୍କ ମୃତ୍ୟୁ !

ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଯମୁନା ନଦୀ କୂଳରେ ହଜାର ହଜାର ମୃତ ମାଛ ପଡ଼ିଥିବା ଦେଖିବାକୁ ମିଳିବା ପରେ ଆତଙ୍କ ଖେଳିଯାଇଛି । ପରିବେଶ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ଯେ, ନଦୀ ଜଳରେ ହଠାତ୍ ବିଷାକ୍ତ ପ୍ରଦୂଷକ ର ମାତ୍ରା ବୃଦ୍ଧି ଏବଂ ଜଳ ପ୍ରବାହ ହ୍ରାସ ଯୋଗୁଁ ମାଛ ଗୁଡ଼ିକର ମୃତ୍ୟୁ ହୋଇଥାଇପାରେ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#JamunaRiver #WaterPolution

Comments