ABVP ଦଖଲ ରେ ଉତ୍କଳ ବିଶ୍ବବିଦ୍ୟାଳୟ !

ବାଣୀବିହାର : ଉତ୍କଳ ବିଶ୍ବବିଦ୍ୟାଳୟ କବ୍‌ଜା କଲା ABVP ! ୯ରୁ ୭ ଟି ସିଟ ରେ ABVP ପ୍ରାର୍ଥୀ ଙ୍କ ର ବୃହତ ବିଜୟ ହୋଇଛି । ABVPର ଅଭିରାମ ମିଶ୍ର ସଭାପତି ଭାବେ ଏବଂ ସାଧାରଣ ସମ୍ପାଦକ ଭାବେ ଆୟୂଶ୍ରୀ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ତେବେ ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI ! ପପୁ ରାଉତ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଜ୍ୟୋତିଶ୍ରୀ ସାହୁ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#ABVP #Banivihar #Utkaluniversity

Comments