ଚେନ୍ନାଇ ରେ ଶ୍ରମିକ ଙ୍କ ସନ୍ଦେହ ଜନକ ମୃତ୍ୟୁ !

ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକ ଙ୍କ ରହସ୍ୟଜନକ ମୃତ୍ୟୁ ! ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖଟିଆକୁଦି ଗ୍ରାମର ତ୍ରିଲୋଚନ ବାରିକ ଚେନ୍ନାଇର ଏକ କମ୍ପାନୀରେ କାମ କରୁଥିବାବେଳେ ମୃତ୍ୟୁବରଣ କରିଛନ୍ତି । କମ୍ପାନୀ ପକ୍ଷରୁ ଦୁର୍ଘଟଣା କୁହାଯାଉଥିଲେ ମଧ୍ୟ ମୃତଦେହ ନିକଟରେ ଶାବଳ ମିଳିବା ନେଇ ଏହା ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।

ରିପୋର୍ଟ : ପିଙ୍କୁନ ଜେନା 
ଜନତା ଜାଗରଣ 
#Odisha #Puri #MigrantWorker #ChennaiNews

Comments