ନିଜେ ନିଜେ ନାଳ ଖୋଲିଲେ ଚାଷୀ ! ହତବାକ ପ୍ରଶାସନ।


 ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ର ! ଯେଉଁଠି ଚାଷ ପାଇଁ ମହାନଦୀ ର ପାଣି କୁ ବ୍ୟବହାର କରିବା ପାଇଁ ଏକ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ସରକାର ଙ୍କୁ ଗୁହାରି ହେବା ପରେ ଚାଷୀ ମାନେ ନିଜେ ନାଳ ଖୋଳି ଚାଷ ଜମି କୁ ପାଣି ନେଇଛନ୍ତି ! ଜଳ ଜଳ ହୋଇ ଦେଖାଯାଇଛି ଜଳ ପାଇଁ ସଂଘର୍ଷ ! ସ୍ପଷ୍ଟ ଚିତ୍ର ରୁ ବାରି ହେଉଛି ଅନ୍ନଦାତା ଚାଷୀ ଙ୍କ ପ୍ରତି ସରକାରୀ ବାବୁ ଏବଂ ନେତା ମନ୍ତ୍ରୀ ଙ୍କ ଦରଦ ! ସବୁ ବେଳେ ସମସ୍ତେ ଗରିବ ଚାଷୀ ଙ୍କୁ ଉପହାସ କରନ୍ତି କିନ୍ତୁ ଏଠି ପ୍ରଥମ ଥର ଯେପରି ଚାଷୀ ମାନେ ଉପହାସ କରିଛନ୍ତି ଏବଂ ପ୍ରଶାସନ ନିର୍ବାକ ହୋଇ ଦେଖୁଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#ବାଙ୍କୀ

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike