ଇଣ୍ଡିଆ ମେଣ୍ଟ ର ବୈଠକ ଅନୁଷ୍ଠିତ !
ଇଣ୍ଡିଆ ମେଣ୍ଟ ବୈଠକ ରେ ଯୋଗ ଦେଲେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମମତା ବାନାର୍ଜୀ ଙ୍କ ସହିତ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ବିରୋଧୀ ଦଳ ର ନେତା ! କିନ୍ତୁ ଏହି ବୈଠକ ଆରମ୍ଭ ରୁ ହିଁ କିଏ ଇଣ୍ଡିଆ ମେଣ୍ଟ ର ୨୦୨୯ ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ସେ ନେଇ ପ୍ରସ୍ତାବ ଆଗତ କରାଯିବାରୁ ଅନେକ ବିରୋଧୀ ଦଳ ର ନେତା ଙ୍କୁ ଚୁପ ବସିଥିବା ର ଦେଖା ଯାଇଥିଲା ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#India #Alliance
Comments
Post a Comment