ନନ୍ଦିଗ୍ରାମ ଉପନିର୍ବାଚନ ରେ ବିଜେପି ର ଜାଲ ରେ ଫସିଲେ ମମତା !

ନନ୍ଦିଗ୍ରାମ : ନନ୍ଦିଗ୍ରାମ ଉପନିର୍ବାଚନ ରେ ମମତା ବାନାର୍ଜୀ ଙ୍କୁ ଶକ୍ତ ଧକ୍କା ଲାଗିଛି !
 ଟିଏମ୍‌ସି ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ନିଜର ନାମାଙ୍କନ ପ୍ରତ୍ୟାହାର ପୂର୍ବକ ଶୁଭେନ୍ଦୁ ଅଧିକାରୀ ଙ୍କୁ ଭେଟି ସମର୍ଥନ ଜଣାଇ ଥିବା ବେଳେ ନନ୍ଦିଗ୍ରାମରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ମମତାଙ୍କ ଘୋଷଣା କରିଥିଲେ ତେବେ ଏବେ ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ ଗିରଫ ହୋଇଥିବା ନେଇ ଆସୁଛି ଖବର ! ଏକ ପୁରୁଣା ମାମଲା ରେ ମିଲନ ଙ୍କୁ ଗିରଫ କଲା ପୋଲିସ ! ତେବେ ଏବେ ମମତା ଙ୍କ ସମର୍ଥିତ ପ୍ରାର୍ଥୀ କିଏ ହେବ ? ତାହାକୁ ନେଇ ବଢିଛି ଦ୍ୱନ୍ଦ୍ୱ ଏବଂ ଚିନ୍ତା !

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#NandigramBypoll #MamataBanerjee #SuvenduAdhikari #TMCCrisis #SanchitaPradhanDey #BJP

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike