ଲଭ ଜିହାଦ ର ଶିକାର ହେଲେ ଗାରୋ ମହିଳା !

ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳର ଜଣେ ଯୁବତୀ ଗାରୋ ମହିଳା ଅଭିଯୋଗ କରିଛନ୍ତି ଯେ, ଜଣେ ମୁସଲିମ ବ୍ୟକ୍ତି ଙ୍କୁ ବିବାହ କରିବା ପରେ ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିବାରୁ ସେ ହିଂସାର ଶିକାର ହୋଇଥିଲେ । ଅଭିଯୋଗ ଅନୁସାରେ, ବିବାହର ଏକ ମାସ ମଧ୍ୟ ରେ ତାଙ୍କ ଉପରେ ଗରମ ତେଲ ଫିଙ୍ଗି ଆକ୍ରମଣ କରାଯାଇଥିଲା । ଏହି ଅଭିଯୋଗ ଘରୋଇ ହିଂସା, ଧର୍ମ ପରିବର୍ତ୍ତନ ପାଇଁ ଚାପ ଏବଂ ମହିଳାଙ୍କ ସୁରକ୍ଷା କୁ ନେଇ ଚିନ୍ତା ବଢ଼ାଇଛି।
ଏହି ଘଟଣାର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦନ୍ତ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମାନେ ମତପ୍ରକାଶ କରିଛନ୍ତି !

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
#କାର୍ବିଆଙ୍ଗଲଙ୍ଗ #ଆସାମ #ଗାରୋସମ୍ପ୍ରଦାୟ #ଘରୋଇହିଂସା #ମହିଳାସୁରକ୍ଷା #ଉତ୍ତରପୂର୍ବଭାରତ #Lovejihad

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike