CMO ରୁ ଫାଇଲ ଗାୟବ ମାମଲା ରେ ପାଣ୍ଡିଆନ ଙ୍କୁ ନୋଟିସ !

CMO ରୁ ଫାଇଲ ଗାୟବ ମାମଲା ରେ ପାଣ୍ଡିଆନ ଙ୍କୁ ନୋଟିସ !
ଭୁବନେଶ୍ୱର : CMO ରୁ ଫାଇଲ୍‌ ଗାୟବ ମାମଲା ରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌ ! ପାଣ୍ଡିଆନ୍‌ଙ୍କୁ କ୍ୟାପିଟାଲ୍‌ ପୋଲିସ ଷ୍ଟେସନ ପକ୍ଷରୁ ନୋଟିସ୍‌ ମିଳିଥିବା ଜଣା ପଡିଛି । ଜୁଲାଇ ୨୫ ତାରିଖ ଦିନ ୧୧ଟାରେ ହାଜର ହେବା ପାଇଁ ନୋଟିସ୍‌ ! ଏସିପି ଜୋନ୍‌-୧ଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ସହିତ ମାମଲା ସମ୍ପର୍କିତ ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ଆଦି ଆଣିବାକୁ ନିର୍ଦ୍ଦେଶ ।
ପୂର୍ବରୁ କ୍ୟାପିଟାଲ ଥାନା ୨ ପୂର୍ବତନ ଅଧିକାରୀଙ୍କୁ ନୋଟିସ୍‌ କରିଥିଲା
ମନୋଜ ମିଶ୍ର ହାଜର ହୋଇଥିଲା ବେଳେ ରାଜେଶ ବର୍ମା ହାଜର ହୋଇ ନାହାନ୍ତି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#vkpandian #Cmofile #Janatajagaran

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike