ପୋଲିସ ଦେଇ ପାରିବ କି ମହିଳା ପୋଲିସ ଅଫିସର ଙ୍କୁ ନ୍ୟାୟ ?






କଟକ : ଆଇନ ରକ୍ଷକ କଲେ ଆତ୍ମହତ୍ୟା ! ସେ ପୁଣି ବିୟୁଟି ମହାନ୍ତି ଙ୍କ ଭଳି ଦକ୍ଷ ମହିଳା ଅଫିସର ! କାହାକୁ କିଛି ସୁରାକ ମିଳିବା ପୂର୍ବରୁ ନିଜ କ୍ୱାର୍ଟର୍ସ ରେ ଝୁଲି ପଡ଼ିଥିଲେ! ତେବେ ଅନେକ ଖୋଳ ତାଡ଼ ହେବା ପରେ ଜଗତପୁର ରେ ଏକ ଜମି କିଣା ବିକା କୁ ନେଇ ଉପୁଜିଥିଲା ସନ୍ଦେହ ! ତେବେ କଟକ ଡିସିପି ଙ୍କ ତଦନ୍ତ ସୂଚନା କ୍ରମ ରେ ଡିଜିଟାଲ ଫୋରେନସିକ ଏବଂ ଟେଲିଫୋନିକ ଟ୍ରାକ ରେକର୍ଡ ଉପରେ ଅଧିକ ଧ୍ୟାନ ଦିଆ ଯାଉଥିବା ଜଣା ପଡିଛି ତେବେ ପ୍ରଶ୍ନ ଉଠିଛି ଜଣେ ଦକ୍ଷ ମହିଳା ପୋଲିସ ଅଫିସର ଙ୍କ ଆତ୍ମହତ୍ୟା ସନ୍ଦେହ ଘେର ରେ ଥିବା ବେଳେ କାହିଁକି ଧିମା ଗତି ରେ ଚାଲିଛି ସନ୍ଦେହ ! ଏଥିରେ କେହି ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ଦାୟୀ ନାହାନ୍ତି ତ ? କୌଣସି କେଶ ର ତଦନ୍ତ ପୂର୍ବରୁ ପଡିଥିଲା କି ବିୟୁଟି ମହାନ୍ତି ଙ୍କ ଉପରେ ଚାପ ?


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Cuttack #Iic #Suicide

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike