ସାତପଡା : ପୁରୀ ସାତପଡ଼ା 316 ଜାତୀୟ ରାଜପଥ ରେ ଗାଈ ଗୋରୁ ଙ୍କ ଗହଳି ଲାଗି ରହୁଥିବା ବେଳେ ହାଣ୍ଡିଆଳି ଛକରେ ଗାଈ ସହିତ ବାଇକ ଦୁର୍ଘଟଣା ରେ ଚାଲିଗଲା ଯୁବକଙ୍କ ଜୀବନ | ଘଟଣା ସ୍ଥଳରୁ 108 ଆମ୍ବୁଲାନ୍ସ କୁ ଫୋନ୍ କରି ସ୍ଥାନୀୟ କିଛି ଯୁବକ ଓ ଅଟୋ ସହାୟତାରେ ତୁରନ୍ତ ମେଡିକାଲ ନେଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏମିତି କେତେ ଯେ ଜୀବନ ଜାତୀୟ ରାଜପଥ ଗାଈ ପାଇଁ ଯାଉଛି ତାର ହିସାବ ନାହିଁ | ପୂର୍ବରୁ ଜନତା ଜାଗରଣ ତରଫରୁ ମଧ୍ୟ ଏହାକୁ ନେଇ ଖବର ପ୍ରସାରଣ କରାଯାଇଥିଲା କିନ୍ତୁ ପ୍ରଶାସନ ର ନୀରବତା ପାଇଁ ଆଜି ଆଉ ଅମୁଲ୍ୟ ଜୀବନ ଚାଲିଗଲା । ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Satapada #Road #Accident






 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike