ବାଣପୁର ରେ ଭିଡ଼ ହିଂସା ପାଇଁ ୩ ଗିରଫ !

ବାଲୁଗାଁ : ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ଘଟଣାରେ ୩ ଗିରଫ !

୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ । ଗତ ୨୮ରେ ଖଣନ୍ତ ଗାଁରେ ଯୁବକଙ୍କୁ ବାନ୍ଧି ମାଡ଼ ମାରିଥିଲେ । ୨୯ରେ କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ସ୍ଥାନୀୟ ବୁଦ୍ଧିଜୀବୀ ! ଭିଡ଼ ଭିତରୁ ଉଦ୍ଧାର ପରେ କାହିଁକି ମେଡିକାଲ୍‌ ନ ନେଇ ଥାନାକୁ ନେଲା ପୋଲିସ ଉଠିଛି ପ୍ରଶ୍ନ ?


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 

#BalugaonAssault #KhanantaMurder #BanapurPolice

Comments