ମହାପ୍ରଭୁ ଅଲାରନାଥ ଙ୍କ ପୀଠ ରେ ଗାଡି ପାର୍କିଂ ସ୍ଥଳ ରେ ଭକ୍ତ ଙ୍କୁ ଚାଲିଛି ଲୁଟ ! ଦିନ ବେଳା ପାର୍କିଂ ପାଇଁ ୫୦ ଟଙ୍କା ଦେୟ ଥିବା ବେଳେ ୭୦ ଟଙ୍କା କିପରି ହେଲା ନେଇ ଉଠିଛି ପ୍ରଶ୍ନ ! ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Bramhagiri #Alarnath


 

Comments