ପଖାଳ ଦିବସ କୁ ନେଇ ଉପମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା !


 ପଖାଳ ଦିବସରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା ଙ୍କ ପ୍ରତିକ୍ରିୟା ! ସମସ୍ତ କାର୍ଯ୍ୟକ୍ରମ ପଖାଳକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ସରକାରଙ୍କ ପ୍ରୟାସ ଥିଲା । ଗିନିଜ ବୁକ୍‌ ରେକର୍ଡରେ ସାମିଲ କରିବା ପାଇଁ ଏଭଳି ଢଙ୍ଗରେ ପ୍ରସ୍ତୁତି ହୋଇଥିଲା । ଓଡ଼ିଆ ଖାଦ୍ୟକୁ ଫାଇଭ ଷ୍ଟାର ହୋଟେଲରେ ପହଞ୍ଚାଇବାର ଏହା ପ୍ରୟାସ ଥିଲା ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Pakhaldivas #DeputyCmo

Comments