ଓଡ଼ିଶା ରେ ଜଣେ କୋଭିଡ ପଜିଟିଭ ଚିହ୍ନଟ !

ଓଡିଶା ପ୍ରବେଶ କରିଛି କରୋନା ! ବ୍ରହ୍ମପୁର MKCG ରେ କୋଭିଡ୍‌ ଆକ୍ରାନ୍ତ ଚି଼ହ୍ନଟ ! ପୂର୍ବରୁ ମହିଳା ଜଣକ MKCGରେ ଚିକିତ୍ସିତ ହେଉଥିଲେ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#MKCG #COVID19 #Odisha #janatajagaran

Comments