ସରକାରୀ ବସ କୁ ପଛ ରୁ ପିଟିଲା ହାଇୱା !
ଅନୁଗୁଳ: ଅନୁଗୁଳ ରେ OSRTC ବସ୍କୁ ଧକ୍କା ଦେଲା ହାଇୱା ! ୫ ଜଣ ଆହତ ହୋଇଥିବା ବେଳେ ମେଡିକାଲ ରେ ଭର୍ତ୍ତି ହୋଇଥିବା ସୂଚନା ! ଜରପଡ଼ା ଥାନା ଜେରେଙ୍ଗ ଗାଁ ଭାଗିରଥିପୁର ଠାରେ ଦୁର୍ଘଟଣା ଘଟିଛି ଏବଂ ଛେଣ୍ଡିପଦା ଅଞ୍ଚଳରୁ ଆଠମଲ୍ଲିକ ଅଞ୍ଚଳକୁ ବସ ଟି ଯାଉଥିଲା ବୋଲି ସୂଚନା ମିଳିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Angul #Accident #BusAccident #Odisha #Janatajagaran

Comments
Post a Comment