ରଥ ଯାତ୍ରା ପୂର୍ବରୁ ପୁରୀ ରେ କୁଢ଼ କୁଢ଼ ଆବର୍ଜନା ! #Rathyatra2026


 ପାଖେଇ ଆସୁଛି ରଥ ଯାତ୍ରା ! ଏ ହେଉଛି ଦତ୍ତତୋଟା ସାହୁ ଗଳି ପଛପଟର ଦୃଶ୍ୟ। ଗୋହିରୀରେ ଗତ ତିନିବର୍ଷ ହେଲାଣି ପଡ଼ି ରହିଛି ଗଦା ଗଦା ମଇଳା ଆବର୍ଜନା। ସଫା କରିବା ପାଇଁ କେହି ଆସୁନାହାନ୍ତି। ବାରମ୍ବାର ସାହି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ଗତ ତିନିବର୍ଷ ଧରି ପୁରୀ ମ୍ୟୁନିସିପାଲିଟିରେ ଦିଆଯାଇଥିଲା ପରେ ଏ ସମ୍ପର୍କରେ ପୁରୀ ମ୍ୟୁନିସିପାଲ କର୍ପୋରେସନକୁ ମଧ୍ୟ ଦିଆଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆସିବେ !!!


ରିପୋର୍ଟ :- ଲିଲନ କୁମାର ଜେନା 

ଜନତା ଜାଗରଣ 


#RathYatra2026 #Janatajagaran

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike