ଟ୍ରେନ ରେ ଲୁଟେରା ଙ୍କୁ ମାଡି ବସିଲେ !

 ନିର୍ଧୁମ ଛେଚିଲେ !ଭୁବନେଶ୍ବର: ଚଳନ୍ତା ଟ୍ରେନରେ ମଙ୍ଗଳସୂତ୍ର ଝାମ୍ପି ନେବାବେଳେ ଧରାପଡ଼ିଲା ଲୁଟେରା ! ଅଭିଯୁକ୍ତ ଯୁବକକୁ ମାଡ଼ି ବସି ନିର୍ଧୁମ ଛେଚିବା ପରେ GRP ର ଜିମା ଦେଲେ ପରିବାର ଲୋକେ ।ରାଉରକେଲା-ପୁରୀ ସ୍ପେଶାଲ ଟ୍ରେନ୍‌ରେ ଦୁର୍ବୃତ୍ତର ଲୁଟ୍‌ ଉଦ୍ୟମ ପଣ୍ଡ । ଢେଙ୍କାନାଳରୁ ସପରିବାର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ ।ଭୁବନେଶ୍ୱର ଲକ୍ଷ୍ମୀସାଗର ନିକଟସ୍ଥ ଓଭରବ୍ରିଜରେ ଟ୍ରେନ୍‌ ମନ୍ଥର ହେବା ପରେ ଚଢ଼ିଥିଲା ଲୁଟେରା। ଅଭିଯୁକ୍ତ ଠାରୁ ୫ଟି ମଙ୍ଗଳସୂତ୍ର ଜବତ କରାଯାଇଥିବା ବେଳେ ମଧ୍ୟ ପୂର୍ବରୁ ଲୁଟ୍ କରି ଜେଲ୍ ଯାଇଥିଲା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #TrainRobbery #MangalsutraSnatching #RourkelaPuriTrain #Janatajagaran

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike