ଜନତା ଜାଗରଣ ର ପ୍ରଭାବ !


ଭୁବନେଶ୍ୱର ଖଣ୍ଡଗିରି କୋଳଥିଆ ସ୍ଥିତ ଖଣ୍ଡଗିରି ବିହାର ରେ ଡ୍ରେନ ରୁ ଅଳିଆ କଢ଼ାଯିବା ପରେ ବାହାରେ ରାସ୍ତା ଉପରେ ପକାଇ ଦିଆଯାଇଥିବା ଖବର ଜନତା ଜାଗରଣ ଖବର କାଗଜ ଏବଂ ନ୍ୟୁଜ ଚାନେଲ ରେ ପ୍ରସାରିତ ହେବା ପରେ ବିଏମସି ତରଫରୁ ଉକ୍ତ ସ୍ଥାନ କୁ ସଫା କରାଯାଇ ଫୋଟୋ ଉଠାଯାଇ ଜନତା ଜାଗରଣ କାର୍ଯ୍ୟାଳୟ କୁ ଅବଗତ କରାଯାଇଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Bhubaneswar #KhandagiriVihar

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors