ଅଧ ଘଂଟାଏ ବର୍ଷା ରେ ନୟାପଲ୍ଲୀ ଓଭର ବ୍ରିଜ ଉପରେ ଆଣ୍ଠୁଏ ପାଣି !
ମାଛ ଚାଷ କଲେ କିପରି ହୁଅନ୍ତା ?
ପୁଣି ଉବୁ ଟୁବୁ ଭୁବନେଶ୍ୱର ! ମାତ୍ର ଅଧଘଂଟାଏ ବର୍ଷା ରେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଓଭରବ୍ରିଜ ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ! ଅନେକ ଗାଡି ଅତ୍ୟନ୍ତ ସାବଧାନତା ର ସହ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା ତେବେ ଯଦି ବର୍ଷା ଲାଗି ରୁହେ ତେବେ ପରିସ୍ଥିତି ସହଜେ ଅନୁମେୟ !
ରିପୋର୍ଟ :- ଆକାଶ କୁମାର ସେଠି
ଜନତା ଜାଗରଣ
#Nayapalli #Bhubaneawar

Comments
Post a Comment