କେନ୍ଦ୍ରାପଡ଼ା ରେ ଅଧା ରେ ଅଟକିଲା ଶ୍ରୀ ବଳଦେବଜୀଉ ଙ୍କ ରଥ 🙏


କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଧାରେ ଅଟକିଲା ଶ୍ରୀ ବଳଦେବଜୀଉଙ୍କ ରଥ । ମାତ୍ର ୨୦ ମିଟର ଟଣା ଯିବା ପରେ ଅଟକିଲା ବ୍ରହ୍ମ ତାଳଧ୍ବଜ ତେବେ ହଜାର ହଜାର ଭକ୍ତ ବ୍ରହ୍ମ ତାଳଧ୍ବଜ ରଥକୁ ଟାଣିବା ସତ୍ତ୍ୱେ ରଥ ଘୁଞ୍ଚି ନ ଥିବା ବେଳେ କାଲି ଅପରାହ୍ନ ୨ଟାରୁ ପୁଣି ରଥ ଟଣା ନେଇ ପ୍ରଶାସନ ସୂଚନା ଦେଇଥିବା ଜଣା ପଡିଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#ShreeBaladevjiu #RathaTana

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors