ମହାପ୍ରଭୁ ଙ୍କ ସେବା ରେ ଛଅ ମାସ ର କୁନି ଦଇତାପତି !



 ମହାପ୍ରଭୁ ଙ୍କ ସେବା ରେ ଛଅ ମାସ ର କୁନି ଦଇତାପତି ! ମହାପ୍ରଭୁ ଙ୍କ ଲୀଳା ସମସ୍ତ ଙ୍କୁ ଅଗୋଚର ! ଏବେ କୁନି ଦଇତାପତି ଙ୍କୁ ଦେଖି ମହାପ୍ରଭୁ ଖୁସି ହୋଇଯିବେ ଏବଂ ଜ୍ୱର ରେ ପଡ଼ିଥିଲେ ମଧ୍ୟ ଶ୍ରୀରଙ୍ଗା ଅଧର ରେ ହସ ଫୁଟି ଉଠିବ ! ସମସ୍ତ ଙ୍କ ଅଗୋଚର ରେ ମା ମହାଲକ୍ଷ୍ମୀ ଟିକେ କୁନି ଦଇତାପତି ଙ୍କୁ ଗେଲ କରିଦେବେ 🙏 ଧନ୍ୟ ଧନ୍ୟ କୁନି ଦଇତାପତି..।


ଜୟ ଜଗନ୍ନାଥ 


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Puri #Daitapati

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike