ଦିଲ୍ଲୀ ରେ ଆନ୍ଦୋଳନ ରତ କାକ୍ରୋଚ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଙ୍କ ଉପରେ ପୋଲିସ ର ଲାଠି ଚାର୍ଜ !




 ଦିଲ୍ଲୀ : ସଂସଦ ଯାତ୍ରା ବେଳେ କାକ୍ରୋଚ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି ପୋଲିସ ! ତେବେ କୌଣସି ଅନୁମତି ନ ମାଗି ସିଜେପି ଏଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ଆଇନ ଶୃଙ୍ଖଳା ଭଙ୍ଗ ହେଉଥିବାରୁ ଲାଠି ଚାର୍ଜ କରାଯାଇଥିବା ଜଣା ପଡିଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#CJP #Delhi #Janatajagaran

Comments