ମିସାଇଲ କୁଶ ର ସଫଳ ପରୀକ୍ଷଣ !
ବାଲେଶ୍ୱର : ଅବଦୁଲ କଲାମ୍ ଦ୍ୱୀପରୁ ମିସାଇଲ୍ ‘କୁଶ’ର ସଫଳ ପରୀକ୍ଷଣ ! ଲଙ୍ଗ୍ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ‘କୁଶ’ର ସଫଳ ପରୀକ୍ଷଣ ହୋଇଥିବା ବେଳେ ଶତ୍ରୁପକ୍ଷର ଯୁଦ୍ଧବିମାନ, ମିସାଇଲ୍, UAV ଆଦିକୁ ନିଷ୍କ୍ରିୟ କରିପାରିବ। ଏହା ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଷ୍ଟୋନ୍ ଅତିକ୍ରମ କରିଥିବା କହିଲେ ଅତ୍ୟକ୍ତି ହେବ ନାହିଁ !
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#MissileKush #SuccessfulTest #LongRangeSAM #SurfaceToAirMissile #AbdulKalamIsland #Balasore #Janatajagaran



Comments
Post a Comment