ଅନୁଗୁଳ କୋର୍ଟ କୁ ଇମେଲ ରେ ବୋମା ଧମକ !
ଅନୁଗୁଳ : ବୋମା ନିରୋଧୀ ଟିମ ର ବୋମା ନିରୋଧୀ ପୋଷକ କୁଆଡେ ଗଲା ? ବିନା ସୁରକ୍ଷା ଉପକରଣ ରେ ଏହି ଭଳି ସ୍କାନିଂ କରାଯିବା କେତେ ଦୂର ଠିକ ? ଲଗାତାର କୋର୍ଟ ଗୁଡିକୁ ବୋମା ସାହାଯ୍ୟ ରେ ଉଡାଇ ଦେବା ର ଧମକ ଦେଉଛି କିଏ ? ପୁଣି ଅନୁଗୋଳ କୋର୍ଟ କୁ ଇମେଲ ଦ୍ୱାରା ବୋମା ରେ ଉଡାଇଦେବାକୁ ଧମକ ଆସିବା ପରେ ବୋମା ନିରୋଧୀ ଟିମ ତରଫରୁ କୋର୍ଟ ପରିସର ରେ ଛାନ ଭିନ ଭିନ କରାଯାଉଥିବା ର ଦୃଶ୍ୟ !
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Angul #Court





Comments
Post a Comment