ରଥଯାତ୍ରା ସମୟ ରେ ଉଦ୍ଧାର ହୋଇଥିବା ଶିଶୁ ଙ୍କୁ ପରିବାରବର୍ଗ ଙ୍କୁ ହସ୍ତାନ୍ତର କଲା ପୁରୀ ପୋଲିସ ।



 ପୁରୀ : ପବିତ୍ର ରଥଯାତ୍ରା ସମୟ ରେ ପ୍ରବଳ ଭିଡ଼ ମଧ୍ୟ ରେ ନିଜ ପରିବାର ବର୍ଗ ଠାରୁ ଅଲଗା ହୋଇ ଯାଇଥିବା ଶିଶୁ ମାନଙ୍କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି ପୁରୀ ପୋଲିସ । ଉଦ୍ଧାର ହେବା ପର ଠାରୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର ପର୍ଯ୍ୟନ୍ତ ଅଭିଭାବକ ଙ୍କ ଭଳି ଯତ୍ନ ନେଇଥିଲେ ପୋଲିସ କର୍ମଚାରୀ ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Puri #Rathyatra2026 #Janatajagaran

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors