ପୋଲସରା ରେ ସରକାରୀ ଟ୍ୟାପ ରୁ ବାହାରୁଛି କାଦୁଅ ମିଶା ପାଣି !
ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ରେ ସରକାରୀ ପାନୀୟ ଜଳ ଟ୍ୟାପ ରୁ ବାହାରୁଛି କାଦୁଅ ଏବଂ ପଙ୍କ ମିଶା ପାଣି ! ବାରମ୍ବାର ଅଭିଯୋଗ ଏବଂ ରାସ୍ତା ରୋକ କରିବା ପରେ ମଧ୍ୟ ସାଧାରଣ ଲୋକ ଙ୍କୁ କାହିଁକି ମୁନ୍ଦେ ପାନୀୟ ଜଳ ଭଲ ରେ ମିଳି ପାରିବ ନାହିଁ ଏବେ ତାହାକୁ ନେଇ ଉଠିଛି ପ୍ରଶ୍ନ !
ରିପୋର୍ଟ :- ଗଣେଶ ପାଣିଗ୍ରାହୀ
ଜନତା ଜାଗରଣ
#Polasara #DrinkingWater #Govtsupply




Comments
Post a Comment