ବାରହା ଆକ୍ରମଣ ରେ ଆହତ ଙ୍କୁ ଭେଟିଲେ ସାତପଡା ରେଞ୍ଜର ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ।
ସାତପଡା : ଗତ ତା ୧୦.୦୭.୨୦୨୬ ରିଖ ରେ ବାରହା ଆକ୍ରମଣରେ ଆହତ ସାତପଡ଼ାର ଶ୍ରୀମତୀ ବ୍ରାହ୍ମଣୀ ଦଳାଇ ଙ୍କୁ ହାଇଟେକ ମେଡିକାଲ ରେ ଭେଟିଛନ୍ତି ସାତପଡ଼ା ରେଞ୍ଜର ରଞ୍ଜନ କୁମାର ବେହେରା ! ତତ ସହିତ ବ୍ରାହ୍ମଣୀ ଦଳାଇ ଙ୍କୁ କିପରି ସରକାରୀ କ୍ଷତିପୂରଣ ସହାୟତା ସଠିକ ଭାବ ରେ ମିଳିବ ଏବଂ ଚିକିତ୍ସା କିପରି ଚାଲିଛି ଇତ୍ୟାଦି ପଚାରି ବୁଝିଥିଲେ ।
ରିପୋର୍ଟ :- ଲିଲନ କୁମାର ଜେନା
ଜନତା ଜାଗରଣ
#Hitech #Satpada #Wildboarattack




Comments
Post a Comment