ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ର ଅଫିସ ସିଲ୍ । #bbsr #Baramunda
ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ର ଅଫିସ ସିଲ୍। ଭୁବନେଶ୍ୱର ରେ ଥିବା ସଂସ୍ଥାର ମୁଖ୍ୟାଳୟକୁ ସିଲ କଲା କ୍ୟାପିଟାଲ ଥାନା ପୋଲିସ । ୬ ଘଂଟାର ରେଡ୍ ପରେ ଏସିପି ଇନଚାର୍ଜ ତଥା ମାଜିଷ୍ଟ୍ରେଟ ଶରତ ଚନ୍ଦ୍ର ପାତ୍ର ଙ୍କ ଉପସ୍ଥିତିରେ ଜଉମୁଦ ଦେଇ ଅଫିସକୁ ପୋଲିସ ସିଲ କରିଛି । ଏହା ସହିତ ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ବି ପୋଲିସ ଉଠାଇ ନେଇଥିବା ଜଣା ପଡ଼ିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#OdishaNews_Bhubaneswar #MediaNews_Odisha #Janatajagaran

Comments
Post a Comment