ସାତପଡା ରୁ ଜହ୍ନିକୁଦା ଡ଼ଙ୍ଗା ରେ ଓଭରଲୋଡିଂ ପାଇଁ ଦାୟୀ କିଏ ?
ପ୍ରଚାର ସରୁନି କି ବ୍ରିଜ ହେଉନି ! ସାତପଡା ରୁ ଜହ୍ନିକୁଦା କୁ ଚାଲିଥିବା ଡ଼ଙ୍ଗା ପରିବହନ ରେ ଆସ୍ୱଭାବିକ ଭାବେ ଓଭର ଲୋଡିଂ କରାଯାଉଥିବା ନେଇ ଚିତ୍ର ପୁଣି ସାମ୍ନା କୁ ଆସିଛି ! କୃଷ୍ଣପ୍ରସାଦ ବାସୀ ଙ୍କ ର ନ୍ୟାର୍ଯ୍ୟ ହକ ଏବଂ ବ୍ରହ୍ମଗିରି ବାସୀ ଙ୍କ ଦାବି ଏବେ ପ୍ରତିଶୃତି ଏବଂ ପ୍ରତାରଣା ର ଗାର ଡେଇଁ ଆଉ ଗୋଟିଏ ନିର୍ବାଚନ ଦେଖିବା ପାଇଁ ଆଗେଇଛି ! ତେବେ ପ୍ରଶ୍ନ ଉଠୁଛି ଡ଼ଙ୍ଗା ରେ ଓଭର ଲୋଡିଂ ଏବଂ ମନ ଇଚ୍ଛା ଭଡା ଆଦାୟ କୁ ଦେଖି କାହିଁକି ଚୁପ କୃଷ୍ଣପ୍ରସାଦ ର ସ୍ଥାନୀୟ ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀ ?
ରିପୋର୍ଟ :- ପିଙ୍କୁନ ଜେନା
ଜନତା ଜାଗରଣ
#Brahmagiri #BoatOvarloding #chilika



Comments
Post a Comment