Posts

News Paper 14/07/2026

ଅନୁଗୁଳ କୋର୍ଟ କୁ ଇମେଲ ରେ ବୋମା ଧମକ !

ବାରହା ଆକ୍ରମଣ ରେ ଆହତ ଙ୍କୁ ଭେଟିଲେ ସାତପଡା ରେଞ୍ଜର ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ।

ସମ୍ୱଲପୁର : ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଇ-ମେଲ୍ ! କୋର୍ଟ ର ରେଜିଷ୍ଟ୍ରାରଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେଲ୍ ! କୋର୍ଟ କ୍ୟାମ୍ପସରେ ପୋଲିସ୍‌ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚିଥିବା ବେଳେ କୋର୍ଟ ପରିସର ଖାଲି କରି ତଲାସୀ ଅଭିଯାନ ଜାରି ରହିଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Sambalpur #Court #Email threaten

ଜନତା ଜାଗରଣ ର ଚିଫ ଙ୍କ ମା ଙ୍କୁ ରକ୍ତଦାନ କଲେ ସାତପଡା ର ରେଞ୍ଜର ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ।

ମଣିମା ⭕‼️⭕ ଅନନ୍ତ କୋଟି ବ୍ରହ୍ମାଣ୍ତ ର ଠାକୁର ମଣିମା 🙏😭😭😭......ପ୍ରସନ୍ନମଣି ଙ୍କ ର ଜୟ ହେଉ #lordjagannath #janatajagaran

News Paper 13/07/2026

ଜନତା ଜାଗରଣ ର ପ୍ରଭାବ !

ମହାପ୍ରଭୁ ଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜ ଙ୍କୁ ଦିଆଯାଇଛି ! କାହିଁ କେଉଁ ଅନାଦି କାଳ ରୁ ଏହି ପରମ୍ପରା ରହି ଆସିଛି । ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Puri #Rathaytra2026

ସାତପଡା ରୁ ଜହ୍ନିକୁଦା ଡ଼ଙ୍ଗା ରେ ଓଭରଲୋଡିଂ ପାଇଁ ଦାୟୀ କିଏ ?

News Paper 12/07/2024