Posts

ଆସ ଅଲାର ଖାଅ ଖିରି

News Paper 07/06/2026

ମହାପ୍ରଭୁ ଙ୍କ ସେବା ରେ ଛଅ ମାସ ର କୁନି ଦଇତାପତି !

News Paper 06/07/2026

କଟକ ଜିଲ୍ଲାରେ ଭୁଶୁଡ଼ିଲା ନବନିର୍ମିତ ରାସ୍ତା, ଯାତାୟାତ ବ୍ୟାହତ !

ରଥ ଯାତ୍ରା ପୂର୍ବରୁ ପୁରୀ ରେ କୁଢ଼ କୁଢ଼ ଆବର୍ଜନା ! #Rathyatra2026

News Paper 05/07/2026

ଲମତାପୁଟ ଅଞ୍ଚଳରେ ଲଗାତାର ବର୍ଷା ହେବାରୁ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଡି-ଡ୍ୟାମ୍ ଜଳାଶୟକୁ ବହୁ ପରିମାଣରେ ପାଣି ପ୍ରବେଶ କରୁଛି । ଏହି ପରିସ୍ଥିତିରେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ମାଛକୁଣ୍ଡ ଡି-ଡ୍ୟାମ୍‌ର ପ୍ରଥମ ଗେଟ୍ କୁ ଖୋଲାଯାଇଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Latamput #Machhkund

ପଖାଳ ଦିବସ କୁ ନେଇ ଉପମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା !

କଟକ ରେ କ୍ୱାର୍ଟର ମଧ୍ୟ ରେ ମହିଳା IIC ଙ୍କ ଆତ୍ମହତ୍ୟା !

News Paper 04/07/2026