Posts

ଓଡ଼ିଆ ଜନ ସାଧାରଣ ଙ୍କ ଇଚ୍ଛା ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ତାମିଲନାଡୁ ର ସି ଜୋସେଫ ବିଜୟ ଙ୍କ ଭଳି ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ତୁଫାନୀ ଏବଂ ଅଚାନକ ଗସ୍ତ କରନ୍ତୁ । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #CMOOdisha #CMOTamilnadu #Janatajagaran

ରଥଯାତ୍ରା ସମୟ ରେ ଉଦ୍ଧାର ହୋଇଥିବା ଶିଶୁ ଙ୍କୁ ପରିବାରବର୍ଗ ଙ୍କୁ ହସ୍ତାନ୍ତର କଲା ପୁରୀ ପୋଲିସ ।

ମହାପ୍ରଭୁ ଙ୍କ ବିନା ଟାହିଆ ରେ ନେଇ ପହଣ୍ଡି କୁ ନେଇ ବିବାଦ !

News Paper 19/07/2026

ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜ ଜ୍ୟେଷ୍ଠ ଭ୍ରାତା ବଡ଼ ଠାକୁର ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଙ୍କୁ ଧରି ମହା ପଟୁଆର ରେ ଶ୍ରୀ ଗୁଣ୍ଡିଚା ବିଜେ କରିଛନ୍ତି ।

ସିଲିଗୁଡ଼ି : ଭାରତ ର ଚିକେନ ନେକ ! ଯାହାକୁ ଅନୁପ୍ରବେଶ ର ଦ୍ୱାର ମଧ୍ୟ କୁହାଯାଏ ଏବେ ତାହା ସଶକ୍ତ ତାରବାଡ଼ ଏବଂ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଦ୍ୱାରା ସୁସଜ୍ଜିତ ଏବଂ ସୁରକ୍ଷିତ । ଗୃହ ମନ୍ତ୍ରୀ ଅମିତ ଶାହ ଜି ଆଜି ସିଲିଗୁଡ଼ି ଚିକେନ ନେକ ପରିଦର୍ଶନ କରି ନବ ନିର୍ମିତ ୱାଚ ଟାୱାର ରୁ ସୀମା ସୁରକ୍ଷା ପରଖିବା ସହିତ ଯବାନ ମାନ ଙ୍କ ସହ ଭୋଜନ କରିଥିଲେ । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Siligudi #BSF #Amitsaha

ଖଣ୍ଡଗିରି ସେଣ୍ଟ ଜାଭିଅର ଉଚ୍ଚ ବିଦ୍ୟାଳୟ ର ସମ୍ବର୍ଦ୍ଧନା ଉତ୍ସବ ପାଳିତ !

ରାହୁଲ ଗାନ୍ଧୀ ଙ୍କୁ କେଟି ଆର ଙ୍କ ସମାଲୋଚନା !

ସୋନମ ୱାଙ୍ଗ ଚୁକ ଙ୍କୁ ଉଠାଇ ନେଇ ମେଡିକାଲ ରେ ଭର୍ତ୍ତି କରିଛି ପୋଲିସ !

ପୋଲିସ ଦେଇ ପାରିବ କି ମହିଳା ପୋଲିସ ଅଫିସର ଙ୍କୁ ନ୍ୟାୟ ?

News Paper 18/07/2026