Posts

ଆସାମ ର ଜୋରହାଟ ରେ ବାୟୁ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ! ଭାରତୀୟ ବାୟୁ ସେନାର ଏକ ଆଣ୍ଟୋନୋଭ୍ An-32 ପରିବହନ ବିମାନ ଆଜି ଆସାମର ରୋୱରିଆ ବିମାନବନ୍ଦର (ଜୋରହାଟ ବାୟୁ ସେନା ଷ୍ଟେସନ୍) ରେ ଅବତରଣ ସମୟରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Assam #An-32

News Paper 13/06/2026

ଦୃତ ଗତି ରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ! #RATHAYATRA2026

ଦୀର୍ଘ ଦିନ ଧରି ଅନ୍ଧାର ରେ ଅଧା ରୁ ଅଧିକ କୋଳଥିଆ ର ଖଣ୍ଡଗିରି ବିହାର ଅଞ୍ଚଳ ! #Bbsr #Smartcity

News Paper 12/06/2026

ଜମ୍ମୁ ଏବଂ କାଶ୍ମୀର ରେ ନିୟନ୍ତ୍ରଣ ରେଖା ନିକଟ ରେ ଦୁଇ ସେନା ଯବାନ ଶହୀଦ ! #J&k #Indianarmy

News Paper 11/06/2026

କନ୍ଧମାଳ ଜିଲ୍ଲା ରୁ ଅନ୍ତଃ ରାଜ୍ୟ ଗଂଜେଇ ମାଫିଆ ଗିରଫ ! #Kandhmal #Baliguda

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ କାଳ ବୈଶାଖୀ ପାଇଁ ବିଦ୍ୟୁତ ସେବା ଠପ ! #Ganjam #Kalabaisakhi

News Paper 10/06/2026

ବଲାଙ୍ଗୀର ରେ ରାସ୍ତା ଉପରେ ପଡ଼ିଥିବା ମାଟି ଏବଂ ହାଇୱା ଉଜାଡିଦେଲା ପରିବାର ! #Bolangir #Familydeath