ପୁରୀ : ଜୟ ଜଗନ୍ନାଥ ! ଦୃତ ଗତି ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ! ମାନବୀୟ ଲୀଳା ରଚି ବଡ଼ଦାଣ୍ଡ କୁ ଓଲ୍ହାଇବା ପାଇଁ ବ୍ୟାକୁଳ ସ୍ୱୟଂ ବ୍ରହ୍ମାଣ୍ଡ ଗୋସାଇଁ ! ମହାରଣା ସେବକ ଙ୍କୁ ଆଉ ନିସ୍ତାର ନାହିଁ ! ଚଳ ଚଞ୍ଚଳ ହୋଇ ଉଠିଛି ରଥ ଖଳା !
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Puri #Rathayatra2026
Comments
Post a Comment